ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଲୋଭ ଦେଖେଇବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଲୋଭ ଦେଖେଇବା   କ୍ରିୟାପଦ

ಅರ್ಥ : ଏଭଳି କାମ କରିବା ଯେଉଁଥିରେ କାହାରି ମନରେ ଲୋଭ ଉତ୍ପନ୍ନ ହେବ

ಉದಾಹರಣೆ : ଅପରାଧୀ ପୋଲିସକୁ ବହୁତ ଟଙ୍କା ଦେବାକୁ କହି ପ୍ରଲୋଭିତ କଲା

ಸಮಾನಾರ್ಥಕ : ପ୍ରଲୋଭିତ କରିବା, ଲାଳସା ଦେଖେଇବା, ଲୁବ୍ଧ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

ऐसा काम करना कि किसी के मन में लालच उत्पन्न हो।

अपराधी ने पुलिसवाले को बड़ी रकम देने की बात कहकर ललचाया।
ललचाना, लालच देना, लुब्ध करना, लुभाना

Give rise to a desire by being attractive or inviting.

The window displays tempted the shoppers.
invite, tempt

ಅರ್ಥ : କାହାକୁ କିଛି ଦେଖେଇ ତାକୁ ପାଇବାପାଇଁ ଅଧୀର କରିବା

ಉದಾಹರಣೆ : ସାଧାରଣତଃ ବଡ଼ମାନେ ପିଲାମାନଙ୍କୁ ନିଜ ପାଖକୁ ଡାକିବାପାଇଁ ସେମାନଙ୍କୁ ଲୋଭ ଦେଖାଇଥାନ୍ତି

ಸಮಾನಾರ್ಥಕ : ପ୍ରଲୋଭିତ କରିବା, ଲାଳସା ଦେଖେଇବା, ଲୁବ୍ଧ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

किसी को कुछ दिखाकर उसे उस चीज़ को पाने के लिए अधीर करना।

बड़े अक्सर बच्चों को अपने पास बुलाने के लिए उन्हें ललचाते हैं।
ललचाना, लालच देना, लुब्ध करना, लुभाना

Provoke someone to do something through (often false or exaggerated) promises or persuasion.

He lured me into temptation.
entice, lure, tempt