ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଲେଜର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଲେଜର   ବିଶେଷ୍ୟ

ಅರ್ಥ : କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥରେ ଅନୁରକ୍ଷିତ ଉତ୍ତେଜିତ ଉତ୍ସର୍ଜନର ପରିଣାମସ୍ବରୂପ ଉତ୍ପନ୍ନ ଉଚ୍ଚତୀବ୍ରତାବିଶିଷ୍ଟ ପ୍ରକାଶଯୁକ୍ତ, ଅବରକ୍ତ ବା ପାରାବାଇଗଣୀ ବିକିରଣର ସ୍ରୋତ

ಉದಾಹರಣೆ : ଅନେକ ଉପାୟରେ ଲେଜରର ବ୍ୟବହାର କରାଯାଏ

ಅರ್ಥ : ଲେଜର ସାହାଯ୍ୟରେ କରାଯାଉଥିବା ଚିକିତ୍ସା

ಉದಾಹರಣೆ : କେତେକ ରୋଗରେ ଲେଜର ଚିକିତ୍ସା ପ୍ରଭାବଶାଳୀ ପ୍ରମାଣିତ ହୋଇଛି

ಸಮಾನಾರ್ಥಕ : ଲେଜର ଚିକିତ୍ସା, ଲେଜର ଟ୍ରିଟମେଣ୍ଟ


ಇತರ ಭಾಷೆಗಳಿಗೆ ಅನುವಾದ :

ಅರ್ಥ : ଏକ ଉପକରଣ ଯାହା ଉତ୍ତେଜିତ ଉତ୍ସର୍ଜନ ପ୍ରକ୍ରିୟାଦ୍ବାରା ବିଶେଷଭାବେ ଉତ୍ପନ୍ନ ବିଦ୍ୟୁତଚୁମ୍ବକୀୟ ରଶ୍ମି ସୃଷ୍ଟିକରେ ଓ ପରିବର୍ତ୍ତନ କରେ

ಉದಾಹರಣೆ : ଶଲ୍ୟଚିକିତ୍ସା, କଠିନ ତଥା ସୂକ୍ଷ୍ମ ବସ୍ତୁକୁ କାଟିବା‌ପାଇଁ ଲେଜର ରଶ୍ମିର ବ୍ୟବହାର ହୁଏ

ಸಮಾನಾರ್ಥಕ : ଲେଜର ରଶ୍ମି


ಇತರ ಭಾಷೆಗಳಿಗೆ ಅನುವಾದ :

एक उपकरण जो उत्तेजित उत्सर्जन की प्रक्रिया द्वारा विशेष आवृत्ति वाले विद्युतचुम्बकीय प्रकाश को बनाता तथा परिवर्धित करता है।

लेज़र का उपयोग शल्यचिकित्सा, कड़ी तथा नाज़ुक चीजों को काटने आदि में होता है।
लाइट एम्प्लिपिकेशन बाइ स्टिम्युलेटिड इमिशन ऑफ रेडिएशन, लेजर, लेज़र, लेसर, लैजर, लैज़र

An acronym for light amplification by stimulated emission of radiation. An optical device that produces an intense monochromatic beam of coherent light.

laser, optical maser

ಅರ್ಥ : ଅବରକ୍ତ ବା ସୂକ୍ଷ୍ମ ତରଙ୍ଗ ବିକିରଣ ହେଲାଭଳି କୌଣସି ପ୍ରକାରର ବିଦ୍ୟୁତ ଚୁମ୍ବକୀୟ ବିକିରଣର କିରଣପୁଞ୍ଜ ଉତ୍ପନ୍ନ କରୁଥିବା ସ୍ରୋତ

ಉದಾಹರಣೆ : ସର୍ବପ୍ରଥମେ ଆଲବର୍ଟ ଆଇନଷ୍ଟାଇନ ଲେଜର ପ୍ରସ୍ତୁତ କରିଥିଲେ