ಅರ್ಥ : କୌଣସି ସାହିତ୍ୟିକ କୃତିର ସୃଷ୍ଟି କରିବା
ಉದಾಹರಣೆ :
ସେ ଗୋଟିଏ ନୂଆ କବିତା ରଚନା କରିଛନ୍ତି
ಸಮಾನಾರ್ಥಕ : ରଚନା କରିବା, ସୃଷ୍ଟି କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଂପ୍ୟୁଟରରେ ଡାଟା ଲିପିବଦ୍ଧ କରିବା ବା ଲେଖିବା
ಉದಾಹರಣೆ :
ଦୀପକ କିଛି ପ୍ରୋଗ୍ରାମ ଲେଖୁଛି
ಸಮಾನಾರ್ಥಕ : ଲିପିବଦ୍ଧ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଖାତା, କାଗଜ ଆଦିରେ ଲେଖିବା
ಉದಾಹರಣೆ :
ମହାଜନ ଗ୍ରାହକକୁ ପଇସା ଦେଇ ତାକୁ ହିସାବ ଖାତାରେ ଚଢ଼ାଇଲା
ಸಮಾನಾರ್ಥಕ : ଚଢ଼ାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
खाते, काग़ज़ आदि में लिखना।
महाजन ने आसामी को पैसे देकर उसे अपने बही-खाते में चढ़ाया।Record in writing. Enter into a book of names or events or transactions.
registerಅರ್ಥ : ଲେଖାଦ୍ୱାରା ବ୍ୟକ୍ତ ବା ପ୍ରକଟ କରିବା
ಉದಾಹರಣೆ :
ଆପଣ ଆପଣଙ୍କ ବିଷୟରେ ମୋତେ ପ୍ରତି ସପ୍ତାହରେ ଲେଖନ୍ତୁ
ಸಮಾನಾರ್ಥಕ : ଚିଠି ଲେଖିବା, ପତ୍ର ପ୍ରେରଣ କରିବା, ବାର୍ତ୍ତାପ୍ରେରଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅକ୍ଷର ଆଦିର ଆକୃତି ତିଆରିକରିବା
ಉದಾಹರಣೆ :
ପିଲାଟି କ,ଖ,ଗ,ଘ ଲେଖୁଛି ମୁଁ ପତ୍ରଟିଏ ଲେଖୁଛି
ಸಮಾನಾರ್ಥಕ : ଲିଖନ କରିବା, ଲିପିବଦ୍ଧକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
अक्षरों आदि की आकृति बनाना।
बच्चा क,ख,ग,घ लिख रहा है।Mark or trace on a surface.
The artist wrote Chinese characters on a big piece of white paper.