ಅರ್ಥ : ଆଉଥରେ ବା ଦ୍ୱିତୀୟଥର ଆସିବାର ପ୍ରକ୍ରିୟା
ಉದಾಹರಣೆ :
ଅତିଥିଙ୍କ ଲେଉଟଣ ଫଳରେ ଗୃହ ସଦସ୍ୟମାନଙ୍କ ମନ ମରିଗଲା
ಸಮಾನಾರ್ಥಕ : ପୁନରାଗମନ, ପ୍ରତ୍ୟାବର୍ତ୍ତନ
ಇತರ ಭಾಷೆಗಳಿಗೆ ಅನುವಾದ :
फिर से आने या दोबारा आने की क्रिया।
अतिथि के पुनरागमन से गृह सदस्यों का मुँह लटक गया।ಅರ್ಥ : ଫେରିବାର ଅବସ୍ଥା ବା ଭାବ
ಉದಾಹರಣೆ :
ଆଜି ଶ୍ୟାମର ଗାଁରୁ ଲେଉଟଣ ସମ୍ଭବ ନୁହଁ
ಸಮಾನಾರ್ಥಕ : ନିବର୍ତ୍ତନ, ପ୍ରତ୍ୟାବର୍ତ୍ତନ, ଲେଉଟା, ଲେଉଟାଣ, ଲେଉଟାଣି