ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହାର ବୃତ୍ତି ଚୋରିକରିବା କିମ୍ବା ଯେ ଲୋକମାନଙ୍କୁ ଲୁଟେ
ಉದಾಹರಣೆ : ଚୋରମାନେ ପୂରା ବସ୍କୁ ଲୁଟିନେଲେ
ಸಮಾನಾರ್ಥಕ : ଅପହରଣ କରିବା, ଚୋରି କରିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह जिसका पेशा ही लूटना हो या जो लोगों को लूटता हो।
Someone who attacks in search of booty.
ಅರ್ಥ : ଅନୁଚିତ ଭାବରେ ନେବା
ಉದಾಹರಣೆ : ଆଜିକାଲି ଛୁଆଙ୍କୁ ପ୍ରବେଶ କରାଇବାପାଇଁ ଡୋନେଶନ ନାମରେ ଶିକ୍ଷଣ ସଂସ୍ଥାଗୁଡ଼ିକ ଲୁଟୁଛନ୍ତି
ಸಮಾನಾರ್ಥಕ : ଜୁର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
अनुचित रूप से लेना।
ಅರ್ಥ : ବହୁତ ଦାମ ନେବା
ಉದಾಹರಣೆ : ଆଜିକାଲି ଦୋକାନିମାନେ ଗ୍ରାହକମାନଙ୍କଠାରୁ ଲୁଟୁଛନ୍ତି
ಸಮಾನಾರ್ಥಕ : ଠକିବା
बहुत दाम लेना।
Rip off. Ask an unreasonable price.
ಸ್ಥಾಪನೆ