ಅರ್ಥ : କାମରେ ଆସିବା ବା ଲାଗିବା
ಉದಾಹರಣೆ :
ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
ಸಮಾನಾರ್ಥಕ : ଖର୍ଚ୍ଚହେବା, ଦରକାର ହେବା, ବ୍ୟବହାର ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଭାବ ବା ଅବସ୍ଥା ଆଦି ଉତ୍ପନ୍ନ ହେବା
ಉದಾಹರಣೆ :
ଆଜିର ହାସ୍ୟ କବି ସମ୍ମିଳନୀରେ ବହୁତ ଖୁସି ଲାଗିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାର୍ଯ୍ୟରତ ରହିବା
ಉದಾಹರಣೆ :
ରଚନା ଦିନଯାକ ମିଠେଇ ତିଆରି କରିବାରେ ଲାଗିଥିଲା
ಸಮಾನಾರ್ಥಕ : କାର୍ଯ୍ୟବ୍ୟସ୍ତରହିବା, କାର୍ଯ୍ୟରତ ରହିବା, ଜୁଟିବା
ಇತರ ಭಾಷೆಗಳಿಗೆ ಅನುವಾದ :
कार्य आदि में रत होना।
रचना दिन भर मिठाई बनाने में लगी रही।ಅರ್ಥ : ନିଜନିଜ ଭିତରେ ଏପରି ମିଶିବା ଯେପରି ଦୁଇଜଣଙ୍କର ପାର୍ଶ୍ୱ ବା ତଳ ପରସ୍ପର ସହ ଲାଗିଯିବ
ಉದಾಹರಣೆ :
ପିଲାଟି ଡରିକରି ତା’ ମାର ଛାତିକୁ ଜାବୁଡ଼ି ଧଇଲା ଶଲ୍ୟ ଚିକିତ୍ସାଦ୍ୱାରା ତାର କଟା ହୋଇଥିବା ଆଙ୍ଗୁଳି ଯୋଡ଼ି ହୋଇଗଲା
ಸಮಾನಾರ್ಥಕ : ଜାବୁଡ଼ି ଧରିବା, ମିଶିଯିବା, ଯୋଡ଼ିହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଜିନିଷ ଉପରେ କିଛି ସିଲେଇ କରିବା, ଯୋଡ଼ିବା ବା ମଡ଼ାଇବା
ಉದಾಹರಣೆ :
ସାର୍ଟରେ ବୋତାମ ଲାଗି ଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାକୁ ଠିକ ଜାଗାରେ ପହଞ୍ଚେଇବା
ಉದಾಹರಣೆ :
ଡଙ୍ଗା ନଦୀ କୂଳରେ ଲାଗିଲା
ಸಮಾನಾರ್ಥಕ : ପହଞ୍ଚିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାମରେ ଲାଗିବା
ಉದಾಹರಣೆ :
ବିବାହ ସମ୍ପନ୍ନ ହେବା ପର୍ଯ୍ୟନ୍ତ ମୋହିତ କାମରେ ବ୍ୟସ୍ତ ରହିଥିଲା
ಸಮಾನಾರ್ಥಕ : ବ୍ୟସ୍ତରହିବା, ଲାଗିରହିବା
ಅರ್ಥ : କୌଣସି କାର୍ଯ୍ୟ ଆରମ୍ଭ ହେଲାଭଳି ପ୍ରତୀତହେବା ବା ଜଣାପଡ଼ିବା
ಉದಾಹರಣೆ :
ଏଭଳି ଲାଗିଲା ଯେ ସେ କିଛି କହିବ,କିନ୍ତୁ ସେ କିଛି କହିଲାନାହିଁ
ಸಮಾನಾರ್ಥಕ : ଅବଗତ ହେବା, ଜଣାପଡ଼ିବା, ଜ୍ଞାତହେବା, ପ୍ରତୀତ ହେବା, ବୋଧହେବା
ಇತರ ಭಾಷೆಗಳಿಗೆ ಅನುವಾದ :
Appear to begin an activity.
He made to speak but said nothing in the end.ಅರ್ಥ : ଦେଖିକି ବା ଅନୁମାନରେ କିଛି ଅନୁଭବ କରିବା
ಉದಾಹರಣೆ :
ମୋତେ ଲାଗୁଛି, ଏବେ ସେ ଆସିବ ନାହିଁ
ಸಮಾನಾರ್ಥಕ : ଜଣାପଡ଼ିବା, ମାଲୁମ ପଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
देखकर या अनुमान से कुछ महसूस करना।
मुझे लग रहा है कि अब वह नहीं आएगा।ಅರ್ಥ : ସିରା ବା ରସ ଆଦିରେ ପକାଇ ବା ଗୁଡ଼ାହୋଇଥିବା ବସ୍ତୁ ଆଦିରେ ସିରା ଆଦି ଭଲଭାବେ ଲାଗିବା ବା ମିଶିବା
ಉದಾಹರಣೆ :
ଜିଲାପି ଭଲଭାବେ ବୁଡ଼ିନାହିଁ
ಸಮಾನಾರ್ಥಕ : ପିଇବା, ବୁଡ଼ିବା, ମିଶିବା, ଶୋଷିବା
ಇತರ ಭಾಷೆಗಳಿಗೆ ಅನುವಾದ :
शीरे या रस आदि में डाली या लपेटी हुई वस्तु आदि में शीरे आदि का अच्छी तरह लग जाना या समा जाना।
जलेबी अच्छी तरह से नहीं पगी है।ಅರ್ಥ : ସମ୍ବନ୍ଧ ବା ସଂପର୍କରେ କିଛି ହେବା
ಉದಾಹರಣೆ :
ମନୋଜ ସଂପର୍କରେ ମୋର ଦାଦା ହୁଅନ୍ତି
ಸಮಾನಾರ್ಥಕ : ସମ୍ପର୍କ ହେବା, ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ଜିନିଷ ଉପରେ ଆଉ ଗୋଟିଏ ଜିନିଷ ଥୋଇବା ବା ଲଗେଇବା
ಉದಾಹರಣೆ :
ହଳଦିଆ ରଙ୍ଗ ଉପରେ ନାଲି ରଙ୍ଗ ଚଢ଼ିଯାଇଛି
ಸಮಾನಾರ್ಥಕ : ଚଢ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରାନ୍ଧିବାବେଳେ କିଛି ପଦାର୍ଥ ବାସନର ତଳେ ଲାଗିରହିବା
ಉದಾಹರಣೆ :
ତରକାରୀ ଟିକେ ଲାଗିଯାଇଛି
ಸಮಾನಾರ್ಥಕ : ସାମାନ୍ୟ ପୋଡ଼ିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :