ಅರ್ಥ : ହରିଣର ଚାରିଗୋଡ଼ରେ ଡେଇଁଡେଇଁ ଦୌଡ଼ିବା
ಉದಾಹರಣೆ :
ଜଙ୍ଗଲରେ ହରିଣମାନେ ଡିଆଁଡେଇଁ କରୁଥିଲେ
ಸಮಾನಾರ್ಥಕ : କୁଦାମାରିବା, ଡିଆଁଡେଇଁ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
हिरन का दौड़ना जिसमें वह चारों पैर फेंकता है।
जंगल में हिरन चौकड़ी भर रहे थे।ಅರ್ಥ : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
ಉದಾಹರಣೆ :
ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
ಸಮಾನಾರ್ಥಕ : କୁଦା ମାରିବା, କୁଦିବା, ଡେଇଁବା