ಅರ್ಥ : ବେଶ୍ୟା ସହିତ ସଂଭୋଗ କରୁଥିବା ଲୋକ
ಉದಾಹರಣೆ :
ଲମ୍ପଟର ଜୀବନ କଳହପୂର୍ଣ୍ଣ ହୋଇଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
Someone who patronizes prostitutes.
wencherಅರ್ಥ : ବେଶ୍ୟାଗାମୀ ବା ମୁଜରା ଶୁଣିବା ବ୍ୟକ୍ତି
ಉದಾಹರಣೆ :
ଲମ୍ପଟ ନିଶାରେ ଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାଠାରେ କାମବାସନା ଅଛି
ಉದಾಹರಣೆ :
ସେ ଏକ ଲମ୍ପଟ ବ୍ୟକ୍ତି
ಸಮಾನಾರ್ಥಕ : ଇନ୍ଦ୍ରିୟଲୋଲୁପ, ଇନ୍ଦ୍ରିୟାଶକ୍ତ, କାମଲୋଲୁପ, କାମୀ, କାମୁକ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : (ପୁରୁଷ ବା ସ୍ତ୍ରୀ) ଯାହା ସହିତ ଅନୁଚିତ ପ୍ରେମ ସଂପର୍କ ରହିଥାଏ
ಉದಾಹರಣೆ :
ଲମ୍ପଟ ରମେଶ ଗୀତାକୁ ନେଇ ପଳେଇ ଗଲା
ಇತರ ಭಾಷೆಗಳಿಗೆ ಅನುವಾದ :