ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଲଗାତର ଏବଂ ଶୀଘ୍ରଶୀଘ୍ର
ಉದಾಹರಣೆ : ସୈନିକ ଚଟାପଟ ଗୁଳି ବର୍ଷା କରୁଥିଲେ
ಸಮಾನಾರ್ಥಕ : ଚଟାପଟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
धड़-धड़ शब्द करते हुए।
ಅರ್ಥ : କେତେ ଥର
ಉದಾಹರಣೆ : ରୁଷିଥିବା ବାଳକକୁ ବାରଂବାର ଡାକିଲା ପରେ ବି ଆସୁ ନ ଥିଲା
ಸಮಾನಾರ್ಥಕ : ଥରକୁଥର, ବାରଂବାର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
कई बार।
Repeatedly.
ಅರ್ಥ : ନିରନ୍ତର ହେଉଥିବା
ಉದಾಹರಣೆ : ଅନବରତ ବର୍ଷାହେବା କାରଣରୁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇଗଲା
ಸಮಾನಾರ್ಥಕ : ଅନବରତ, ଅବିଛିନ୍ନ, ଅବିରତ, କ୍ରମାଗତ
निरंतर होने वाला।
ಸ್ಥಾಪನೆ