ಅರ್ಥ : ବସାଇବାର କ୍ରିୟା
ಉದಾಹರಣೆ :
ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାର୍ଯ୍ୟରେ ସଂଲଗ୍ନ କରିବା
ಉದಾಹರಣೆ :
ଗୋଟିଏ ଏକର ବିଲ ଫସଲ କାଟିବା ନିମନ୍ତେ କୃଷକ ପାଞ୍ଚଜଣ ଲୋକଙ୍କୁ ଲଗାଇଲା
ಇತರ ಭಾಷೆಗಳಿಗೆ ಅನುವಾದ :
कार्य में संलग्न करना।
एक एकड़ खेत की फसल काटने के लिए किसान ने पाँच आदमियों को लगाया।ಅರ್ಥ : ବ୍ୟବସ୍ଥା ବା ପ୍ରବନ୍ଧ କରିବା ବା ପ୍ରକ୍ରିୟାକୁ ଆଣିବା
ಉದಾಹರಣೆ :
ବାଜି ଲଗାନ୍ତୁ ଘରକୁ ଫୋନ ଲଗାନ୍ତୁ
ಸಮಾನಾರ್ಥಕ : ଆୟୋଜନ କରିବା, ପ୍ରବନ୍ଧ କରିବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମେହେନ୍ଦୀ,ହଳଦି,ପାନ ଆଦି ଭଳି ରଙ୍ଗହେବା
ಉದಾಹರಣೆ :
ସେ ହାତରେ ମେହେନ୍ଦୀ ଲଗାଇଛି
ಸಮಾನಾರ್ಥಕ : ଚିତ୍ରିତ କରିବା, ରଞ୍ଜେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
ಉದಾಹರಣೆ :
ସେ ତାର ଦୋଷ ମୋ ଉପରେ ଲଦିଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିବେଶ କରିବା
ಉದಾಹರಣೆ :
ସେ ତାର ଅନେକ ଟଙ୍କା ଶେୟାରରେ ଲଗାଇଛି
ಸಮಾನಾರ್ಥಕ : ଖଟାଇବା, ନିବେଶ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
ಉದಾಹರಣೆ :
ବଢ଼େଇ ଟେବୁଲ୍ର ଭାଙ୍ଗିଯାଇଥିବା ଗୋଡ଼କୁ ଜୋଡ଼ୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ନିୟତ ଜାଗରେ ପହଞ୍ଚିବା
ಉದಾಹರಣೆ :
ଡ୍ରାଇଭର ଗାଡ଼ିକୁ ବସ ଷ୍ଟାଣ୍ଡ୍ରେ ଲଗାଇଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାକୁ ଆଘାତ ବା ବ୍ୟଥା ଦେବା
ಉದಾಹರಣೆ :
ସେ ମୋତେ କଲମ ମୁନରେ ଆଘାତ କଲା
ಸಮಾನಾರ್ಥಕ : ଆଘାତ କରିବା, ଖେଞ୍ଚିବା, ଫୋଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :