ಅರ್ಥ : ଦେହ ଆଦି ପୋଛିବାପାଇଁ ଚାରିକୋଣିଆ ଛୋଟ କନା
ಉದಾಹರಣೆ :
ସୀତା ତା ପାଇଁ ଏକ ବହୁତ ସୁନ୍ଦର ରୁମାଲ କିଣିଲା
ಇತರ ಭಾಷೆಗಳಿಗೆ ಅನುವಾದ :
A square piece of cloth used for wiping the eyes or nose or as a costume accessory.
handkerchief, hankey, hankie, hankyಅರ್ಥ : ହାତ, ମୁହଁ ପୋଛିବାପାଇଁ ବ୍ୟବହାର କରାଯାଉଥିବା ଏକ ଛୋଟ କନା ପ୍ରାୟତଃ ଖାଇବା ଟେବୁଲ୍ ଉପରେ ରଖାଯାଇଥାଏ
ಉದಾಹರಣೆ :
ଖାଇଲାବେଳେ ରୁମାଲ କୋଳରେ ରଖିଲେ ପୋଷାକ ଖରାପ ହୁଏ ନାହିଁ
ಸಮಾನಾರ್ಥಕ : ନେପ୍କିନ୍
ಇತರ ಭಾಷೆಗಳಿಗೆ ಅನುವಾದ :
हाथ, मुँह पोछने का एक छोटा कपड़ा जो प्रायः खाने की मेज पर रखा जाता है।
खाते समय नैपकिन को गोद में रख लोगे तो कपड़े ख़राब नहीं होंगे।A small piece of table linen that is used to wipe the mouth and to cover the lap in order to protect clothing.
napkin, serviette, table napkin