ಅರ್ಥ : ରାଜାଙ୍କର ପୁତ୍ର
ಉದಾಹರಣೆ :
ରାଜାଙ୍କ ପରେ ରାଜକୁମାରଙ୍କର ହିଁ ତାଙ୍କ ସିଂହାସନ ଉପରେ ଅଧିକାର ଥାଏ ନେପାଳର ରାଜକୁମାର ଶାହୀ ପରିବାରକୁ ହତ୍ୟା କଲେ ଏବଂ ନିଜେ ନିଜ ଗୁଳିର ଶିକାର ହୋଇଗଲେ
ಸಮಾನಾರ್ಥಕ : ରଜାପୁଅ, ରାଜପୁତ୍ର, ରାଜାପୁଅ
ಇತರ ಭಾಷೆಗಳಿಗೆ ಅನುವಾದ :
A male member of a royal family other than the sovereign (especially the son of a sovereign).
prince