ಅರ್ಥ : କୌଣସି ସ୍ତ୍ରୀ କୌଣସି ପୁରୁଷ ପାଖରେ ଯାଇ ରହିବା
ಉದಾಹರಣೆ :
ଶୀଲା ମୋହନ ଘରେ ରହିଗଲାଣି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚାଲୁଥିବା କୌଣସି କାମ ବନ୍ଦ ହୋଇଯିବା ବା ଅଟକି ଯିବା
ಉದಾಹರಣೆ :
ବିଜୁଳି ଚାଲିଯିବା କାରଣରୁ କିଛି କାମ ରହିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଖରାପ ନ ହେବା
ಉದಾಹರಣೆ :
ଫ୍ରିଜରେ ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
ಸಮಾನಾರ್ಥಕ : ରହିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସମ୍ପୂର୍ଣ୍ଣ ଆଦାୟ ନହେବା
ಉದಾಹರಣೆ :
ହଜାରରୁ ଶହେ ଟଙ୍କା ରହିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାରଣରୁ କିଛି କାମ ନହେଇପାରିବା
ಉದಾಹರಣೆ :
ପରୀକ୍ଷାରେ ମୋର ଦୁଇଟି ପ୍ରଶ୍ନ ରହିଗଲା ଟ୍ରାଫିକରେ ଅଟକିଯିବା କାରଣରୁ ମୋର ଟ୍ରେନ ଛାଡ଼ି ଦେଲା
ಸಮಾನಾರ್ಥಕ : ଛାଡ଼ିଦେବା
ಇತರ ಭಾಷೆಗಳಿಗೆ ಅನುವಾದ :