ಅರ್ಥ : ଯୁଦ୍ଧ ସମୟରେ ବଜା ଯାଉଥିବା ଏକ ବାଦ୍ୟ
ಉದಾಹರಣೆ :
ପ୍ରାଚୀନ କାଳରେ ଯୁଦ୍ଧ ଆରମ୍ଭ ହେବା ଆଗରୁ କିଛି ସୈନିକ ରଣଭେରୀ ବଜାଉଥିଲେ
ಸಮಾನಾರ್ಥಕ : ରଣଦୁନ୍ଦୁଭି
ಇತರ ಭಾಷೆಗಳಿಗೆ ಅನುವಾದ :
युद्ध के समय बजाया जानेवाला एक प्रकार का वाद्य।
प्राचीन काल में युद्ध शुरू होने से पहले कुछ सैनिक रणभेरी बजाते थे।ಅರ್ಥ : ଯୁଦ୍ଧ ସମୟରେ ହେଉଥିବା ଶବ୍ଦ
ಉದಾಹರಣೆ :
ଯୁଦ୍ଧନାଦ ଶୁଣୁ ଶୁଣୁହିଁ ସୈନିକ ଶତ୍ରୁଙ୍କ ଉପରକୁ ଡେଇଁ ପଡ଼ିଲେ
ಸಮಾನಾರ್ಥಕ : ଆକ୍ରମଣ ନାଦ, ଯୁଦ୍ଧନାଦ, ଯୁଦ୍ଧବାଜଣା, ରଣବାଦ୍ୟ, ସିଂହନାଦ
ಇತರ ಭಾಷೆಗಳಿಗೆ ಅನುವಾದ :
युद्ध के समय होनेवाली आवाज़।
युद्धनाद सुनते ही सैनिक शत्रु पर टूट पड़े।A yell intended to rally a group of soldiers in battle.
battle cry, rallying cry, war cry, war whoop