ಅರ್ಥ : ଯେ ରଚନା ବା ସୃଷ୍ଟି କରେ
ಉದಾಹರಣೆ :
ପ୍ରକୃତିର ସ୍ରଷ୍ଟାଙ୍କ କଳ୍ପନା ଅନୁପମ
ಸಮಾನಾರ್ಥಕ : ପ୍ରଣେତା, ରଚନାକାର, ସୃଜକ, ସୃଷ୍ଟିକର୍ତ୍ତା, ସ୍ରଷ୍ଟା
ಅರ್ಥ : ରଚିବା ବା ତିଆରି କରିବା ଲୋକ
ಉದಾಹರಣೆ :
ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବ୍ରହ୍ମା ଏହି ସଂସାରର ସୃଷ୍ଟିକର୍ତ୍ତା
ಸಮಾನಾರ್ಥಕ : କର୍ତ୍ତା, ସୃଜନକର୍ତ୍ତା, ସୃଷ୍ଟିକର୍ତ୍ତା, ସ୍ରଷ୍ଟା
ಇತರ ಭಾಷೆಗಳಿಗೆ ಅನುವಾದ :