ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ରଗଡିବା ବା ଘଷିବା କ୍ରିୟା
ಉದಾಹರಣೆ : ଊଷା ପାତ୍ରଟିକୁ ଘର୍ଷଣ କରି ଖାଦ୍ୟର ପୋଡି ଯାଇଥିବା ଆଂଶକୁ ବାହାର କରିବାକୁ ଚେଷ୍ଟା କରୁଛି
ಸಮಾನಾರ್ಥಕ : ଅବଘର୍ଷଣ, ଘର୍ଷଣ, ଘଷାମଜା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
रगड़ने या घिसने की क्रिया।
The act of rubbing or wiping.
ಅರ್ಥ : କାହା ଦ୍ୱାରା ବହୁତ କାମ କରେଇବା
ಉದಾಹರಣೆ : ଉର୍ମିଳା ସାବତ ଝିଅକୁ ଘର କାମରେ ଦିନରାତି ଖଟଉଛି
ಸಮಾನಾರ್ಥಕ : ଖଟେଇବା, ଲଗେଇବା
किसी से बहुत काम कराना।
Work hard.
ಸ್ಥಾಪನೆ