ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ରକ୍ତସ୍ରାବ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ରକ୍ତସ୍ରାବ   ବିଶେଷ୍ୟ

ಅರ್ಥ : ଶରୀରର କୌଣସି ଅଙ୍ଗ କଟି ଯିବାରୁ ବା ଅନ୍ୟ କୌଣସି କାରଣରୁ ରକ୍ତ ବାହାରିବାର ପ୍ରକ୍ରିୟା

ಉದಾಹರಣೆ : ଅତ୍ୟଧିକ ରକ୍ତସ୍ରାବ କାରଣରୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ମୃତ୍ୟୁ ହେଲା

ಸಮಾನಾರ್ಥಕ : ରୁଧିରସ୍ରାବ


ಇತರ ಭಾಷೆಗಳಿಗೆ ಅನುವಾದ :

शरीर के किसी अंग के कट-फट जाने के कारण या और किसी प्रकार से उसमें से ख़ून बहने की क्रिया।

अत्यधिक रक्तस्राव के कारण दुर्घटनाग्रस्त व्यक्ति की मृत्यु हो गयी।
ब्लीडिंग, रक्तस्राव, रुधिरस्राव

ಅರ್ಥ : ଘୋଡ଼ାମାନଙ୍କୁ ହେଉଥିବା ଏକ ରୋଗ

ಉದಾಹರಣೆ : ରକ୍ତସ୍ରାବରେ ଘୋଡ଼ାର ଆଖିରୁ ଲାଲ ପାଣି ବା ରକ୍ତ ବହେ


ಇತರ ಭಾಷೆಗಳಿಗೆ ಅನುವಾದ :

घोड़ों को होनेवाला एक रोग।

रक्तस्राव में घोड़े के नेत्रों से लाल पानी या रक्त बहता है।
रक्तस्राव