ಅರ್ಥ : ସେହି ପଦାର୍ଥ ଯେଉଁଥିରେ କୌଣସି ଜିନିଷକୁ ରଞ୍ଜିତ କରାଯାଏ
ಉದಾಹರಣೆ :
ଏହି ଶାଢ଼ୀ ଲାଲ୍ ରଙ୍ଗରେ ରଞ୍ଜିତ ହୋଇଛି
ಸಮಾನಾರ್ಥಕ : ରଙ୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :
Any material used for its color.
She used a different color for the trim.ಅರ್ಥ : ମାନବ ନିର୍ମିତ ରାସାୟନିକ ତରଳ ପଦାର୍ଥ ଯାହାଦ୍ୱାରା କୌଣସି ଜିନିଷକୁ ରଙ୍ଗ କରାଯାଏ
ಉದಾಹರಣೆ :
ଚେୟାରର ରଙ୍ଗ ମଧ୍ୟ ଶୁଖି ନଥିଲା ଯେ ଛୁଆମାନେ ତା ଉପରେ ବସିଗଲେ
ಇತರ ಭಾಷೆಗಳಿಗೆ ಅನುವಾದ :