ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ ଦୁଇ ଜଣ ସମାନ
ಉದಾಹರಣೆ : ଏହି ପହିଲିମାନଙ୍କର ଯୋଡ଼ି ଖୁବ୍ ଭଲ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वे दो जो बराबरी के हों।
Two items of the same kind.
ಅರ್ಥ : ଦୁଇ ବ୍ୟକ୍ତି ବା ବସ୍ତୁ ଯାହା ପରସ୍ପରର ସହଯୋଗୀ
ಉದಾಹರಣೆ : ତାଙ୍କର ଯୋଡ଼ି ବହୁତ ଭଲ ଦିଶୁଛି
ಸಮಾನಾರ್ಥಕ : ଯୁଗଳ, ଯୁଗ୍ମ, ଯୋଡ଼ା
दो व्यक्ति, वस्तु आदि जो एक-दूसरे के सहयोगी या सम्बद्ध हों।
A pair who associate with one another.
ಅರ್ಥ : ଯେ ସଦାବେଳେ କାହା ସହିତ ରହନ୍ତି
ಉದಾಹರಣೆ : ରାମ ଓ ଶ୍ୟାମ ଅସଲ ଯୋଡ଼ିଦାର, ଯେଉଁଆଡ଼େ ଗଲେ ବି ଏକାଠି ଯାଆନ୍ତି
ಸಮಾನಾರ್ಥಕ : ଯୋଡ଼ିଦାର, ସଙ୍ଗୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह जो हमेशा किसी के साथ रहता हो।
ಅರ್ಥ : ପୁରୁଷ ଓ ସ୍ତ୍ରୀର ଯୁଗ୍ମ
ಉದಾಹರಣೆ : ବାଣୁଆ କ୍ରୌଞ୍ଚ ପକ୍ଷୀ ଯୋଡ଼ିରୁ ଗୋଟିକୁ ମାରିଦେଲେ
ಸಮಾನಾರ್ಥಕ : ଯୁଗଳ, ଯୁଗ୍ମ, ଯୋଡ଼ା, ହଳ, ହଳି
नर और मादा का युग्म।
ಸ್ಥಾಪನೆ