ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଦୁଇ ବ୍ୟକ୍ତି ବା ବସ୍ତୁ ଯାହା ପରସ୍ପରର ସହଯୋଗୀ
ಉದಾಹರಣೆ : ତାଙ୍କର ଯୋଡ଼ି ବହୁତ ଭଲ ଦିଶୁଛି
ಸಮಾನಾರ್ಥಕ : ଯୁଗ୍ମ, ଯୋଡ଼ା, ଯୋଡ଼ି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
दो व्यक्ति, वस्तु आदि जो एक-दूसरे के सहयोगी या सम्बद्ध हों।
A pair who associate with one another.
ಅರ್ಥ : ପୁରୁଷ ଓ ସ୍ତ୍ରୀର ଯୁଗ୍ମ
ಉದಾಹರಣೆ : ବାଣୁଆ କ୍ରୌଞ୍ଚ ପକ୍ଷୀ ଯୋଡ଼ିରୁ ଗୋଟିକୁ ମାରିଦେଲେ
ಸಮಾನಾರ್ಥಕ : ଯୁଗ୍ମ, ଯୋଡ଼ା, ଯୋଡ଼ି, ହଳ, ହଳି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
नर और मादा का युग्म।
ಅರ್ಥ : ଏକ ପ୍ରକାରର ଦୁଇଟି ଜିନିଷ
ಉದಾಹರಣೆ : ଏଇ କପୋତର ଜୋଡ଼ି ଭଲ
ಸಮಾನಾರ್ಥಕ : ଜୋଡ଼ା, ଜୋଡ଼ି, ଯୁଗ୍ମ
साथ-साथ काम में आने वाले बैल, घोड़े आदि पशु।
Two items of the same kind.
ಸ್ಥಾಪನೆ