ಅರ್ಥ : କୌଣସି କାର୍ଯ୍ୟ ଠିକ୍ରେ ଚାଲୁଛି ନା ନାହିଁ ଦେଖିବା
ಉದಾಹರಣೆ :
ଆମର କାମକୁ ଜଣେ ଭାଷାବିଜ୍ଞାନୀ ଯାଞ୍ଚ କରିବେ
ಸಮಾನಾರ್ಥಕ : ତଦାରଖ କରିବା, ପରଖିବା
ಇತರ ಭಾಷೆಗಳಿಗೆ ಅನುವಾದ :
Examine carefully for accuracy with the intent of verification.
Audit accounts and tax returns.ಅರ್ಥ : କୌଣସି ବିଷୟର ଠିକ୍ ଭୁଲ୍ ନିର୍ଣ୍ଣୟ କରିବା
ಉದಾಹರಣೆ :
ବୈଜ୍ଞାନିକମାନେ ବ୍ଲାକ୍ ହୋଲର ସତ୍ୟତା ଉପରେ ଯାଞ୍ଚ କରୁଛନ୍ତି
ಸಮಾನಾರ್ಥಕ : ପରୀକ୍ଷାନିରୀକ୍ଷା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚିକିତ୍ସକଙ୍କର ଜଣେ ବ୍ୟକ୍ତିର ରୋଗ ବା ତାର କାରଣ ନିର୍ଣ୍ଣୟ କରିବା
ಉದಾಹರಣೆ :
ଚିକିତ୍ସକ ଶୋଇଥିବା ରୋଗୀକୁ ପରୀକ୍ଷା କରୁଛନ୍ତି
ಸಮಾನಾರ್ಥಕ : ପରୀକ୍ଷା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଘଟଣା ବା ବିଷୟର ମୂଳ କାରଣ ବା ରହସ୍ୟର ପତ୍ତା ଲଗାଇବା
ಉದಾಹರಣೆ :
ପୁଲିସ୍ ତଥ୍ୟର ଅନୁସାନ୍ଧନ କରୁଛି
ಸಮಾನಾರ್ಥಕ : ଅନୁସାନ୍ଧନ କରିବା, ଅନ୍ବେଷଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी घटना या विषय के मूल कारणों या रहस्यों का पता लगाना।
पुलिस तथ्यों की छानबीन कर रही है।Conduct an inquiry or investigation of.
The district attorney's office investigated reports of possible irregularities.ಅರ್ಥ : କୌଣସି ରୋଗର କାରଣ ଜାଣିବା ପାଇଁ କୌଣସି ଶାରିରୀକ ଦ୍ରବ୍ୟକୁ କୌଣସି ଯନ୍ତ୍ର ବା ରାସାୟନିକ ପ୍ରକ୍ରିୟା ଦ୍ୱାରା ଅବଲୋକନ କରିବା
ಉದಾಹರಣೆ :
ଚିକିତ୍ସକ ପ୍ରୟୋଗଶାଳାରେ ରକ୍ତ ପରୀକ୍ଷା କରୁଛନ୍ତି
ಸಮಾನಾರ್ಥಕ : ପରୀକ୍ଷା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :