ಅರ್ಥ : ଛପ୍ପୟ ଛନ୍ଦର ଗୋଟିଏ ଭେଦ
ಉದಾಹರಣೆ :
ଯତିରେ ପାଞ୍ଚଟି ଗୁରୁ ଏବଂ ଏକ ଶହ ବୟାଳିଶଟି ଲଘୁ ମାତ୍ରା ଅବା କାହା କାହା ଅନୁସାରେ ପାଞ୍ଚଟି ଗୁରୁ ଓ ଏକ ଶହ ଛତିଶଟି ଲଘୁ ମାତ୍ରା ଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
छप्पय छन्द का एक भेद।
यति में पाँच गुरु और एक सौ बयालिस लघु मात्राएँ या किसी-किसी के अनुसार पाँच गुरु और एक सौ छत्तीस लघु मात्राएँ होती हैं।ಅರ್ಥ : ନହୁଷଙ୍କର ଜଣେ ପୁତ୍ର
ಉದಾಹರಣೆ :
ପୁରାଣରେ ଯତିଙ୍କ ବର୍ଣ୍ଣନା ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ଶାଳକ ରାଗର ଗୋଟିଏ ଭେଦ
ಉದಾಹರಣೆ :
ଗାୟକ ଯତି ଗାଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବ୍ରହ୍ମାଙ୍କର ଜଣେ ପୁତ୍ର
ಉದಾಹರಣೆ :
ଯତିଙ୍କ ଉଲ୍ଲେଖ ଭାଗବତରୁ ଆସିଛି
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ସଂଯମପୂର୍ବକ ବ୍ରହ୍ମଚର୍ଯ୍ୟ ପାଳନ କରିବା
ಉದಾಹರಣೆ :
ସେ ଆଜନ୍ମ ବ୍ରହ୍ମଚାରୀ
ಸಮಾನಾರ್ಥಕ : ବ୍ରତୀ, ବ୍ରହ୍ମଚର୍ଯ୍ୟ ପାଳକ, ବ୍ରହ୍ମଚାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
संयमपूर्वक रहकर ब्रह्मचर्य का पालन करनेवाला।
भीष्मपितामह ने आजन्म ब्रह्मचारी का जीवन बिताया।An unmarried person who has taken a religious vow of chastity.
celibateಅರ್ಥ : ନେପାଳ ତଥା ତିବ୍ବବତର ହିମାଳୟ କ୍ଷେତ୍ରରେ ରହୁଥିବା ମାନବ ପରି ଗୋଟିଏ ବଡ ବିଳାପକରୁତିବା ଜନ୍ତୁ
ಉದಾಹರಣೆ :
ହିମମାନବର ବର୍ଣ୍ଣନା ପୌରାଣିକ କଥାରେ ମିଳେ
ಸಮಾನಾರ್ಥಕ : ହିମମାନବ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମୃଦଙ୍ଗର ଏକ ପ୍ରକାରର ପ୍ରବନ୍ଧ ବା ବୋଲ
ಉದಾಹರಣೆ :
ଯତି ଯୋଗୁଁ ନର୍ତ୍ତକୀର ଚରଣ ଚଳଚଞ୍ଚଳ
ಇತರ ಭಾಷೆಗಳಿಗೆ ಅನುವಾದ :