ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ବସ୍ତୁ, କାର୍ଯ୍ୟଆଦିକୁ ତିଆରି କରିବା ବା କରିବା ପୂର୍ବରୁ ନିର୍ମାଣ କରାଯାଉଥିବା ତାହାର ଢାଞ୍ଚା
ಉದಾಹರಣೆ : ନୂଆ ଯନ୍ତ୍ରର ନମୂନା ତିଆରି ହୋଇଗଲାଣି
ಸಮಾನಾರ್ಥಕ : ନମୂନା, ପ୍ରତିମାନ, ପ୍ରାରୂପ, ରୂପରେଖ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी वस्तु, कार्य आदि को बनाने या करने से पहले तैयार की गई उसकी छोटी प्रतिकृति।
Scale drawing of a structure.
ಅರ್ಥ : କୃତ୍ରିମ ଉତ୍ପାଦନବସ୍ତୁଗୁଡ଼ିକର ଯେ କୌଣସି ଏକ ପ୍ରକାର
ಉದಾಹರಣೆ : ଏହି ମଡ଼େଲର କାରଟି ବହୁତ ପୁରୁଣା
कृत्रिम उत्पादों का कोई प्रकार।
A type of product.
ಅರ್ಥ : ଟିଭି, ରେଡ଼ିଓ ଆଦି ମାଧ୍ୟମରେ ବା ଦର୍ଶକମାନଙ୍କ ସାମ୍ନାରେ, ପ୍ରତ୍ୟକ୍ଷ ରୂପରେ ନୂଆ କୃତ୍ରିମ ଉତ୍ପାଦିତ ବସ୍ତୁଗୁଡ଼ିକ ସଂପର୍କରେ ପ୍ରଚାର କରୁଥିବା କଳାକାର
ಉದಾಹರಣೆ : ମଡ଼େଲମାନେ ମଧ୍ୟ ଏକ ପ୍ରକାରର କଳାକାର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
टीवी, रेडियो आदि के माध्यम से या दर्शकों के सामने, प्रत्यक्ष रूप में नए कृत्रिम उत्पादों को प्रचारित करने वाला व्यक्ति।
ಸ್ಥಾಪನೆ