ಅರ್ಥ : ମୋଡ଼ିବାର କାମ
ಉದಾಹರಣೆ :
ମୋଡ଼ିହେବାଯୋଗୁଁ ମୋ ହାତ ଦରଜ ହୋଇଛି
ಸಮಾನಾರ್ಥಕ : ମୋଡ଼ିହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦିଗ ପରିବର୍ତ୍ତନ କରିବା
ಉದಾಹರಣೆ :
ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
Change orientation or direction, also in the abstract sense.
Turn towards me.ಅರ್ಥ : କୌଣସି ବସ୍ତୁ ଆଦିକୁ ବଙ୍କା କରିବା
ಉದಾಹರಣೆ :
ସେ ଲୁହାଛଡ଼କୁ ବଙ୍କା କରୁଛି
ಸಮಾನಾರ್ಥಕ : ବଙ୍କାକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦିଗ ପରିବର୍ତ୍ତନ କରିବା
ಉದಾಹರಣೆ :
ରାସ୍ତା ବଦଳାଇବାପାଇଁ ଡ୍ରାଇଭର କାରକୁ ମୋଡ଼ିଲେ
ಸಮಾನಾರ್ಥಕ : ବୁଲାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
Change orientation or direction, also in the abstract sense.
Turn towards me.