ಅರ್ಥ : କାହାର ରୂପ, ଗୁଣଆଦି କାରଣରୁ ତା ଉପରେ ପ୍ରସନ୍ନ, ଅନୁରକ୍ତ, ବା ମୋହିତ ହେବା
ಉದಾಹರಣೆ :
ଶ୍ୟାମ ରାଧାଙ୍କ ସୁନ୍ଦରତାରେ ଆସକ୍ତ ମୀରା ମୋହନପ୍ରତି ଆସକ୍ତ
ಸಮಾನಾರ್ಥಕ : ଅନୁରକ୍ତ, ଆସକ୍ତ ହେବା, ଢଳିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी के रूप, गुण आदि के कारण उस पर प्रसन्न, अनुरक्त या मोहित होना।
श्याम राधा की सुन्दरता पर आसक्त है।ಅರ್ಥ : ମନୋରଞ୍ଜନ ହେବା
ಉದಾಹರಣೆ :
ନାଟକ,ନୃତ୍ୟ,ସଙ୍ଗୀତ ଆଦିରେ ମନ ଆନନ୍ଦିତ ହୁଏ
ಸಮಾನಾರ್ಥಕ : ଆନନ୍ଦିତ ହେବା, ଆମୋଦିତ ହେବା, ଖୁସି ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ, ବ୍ୟକ୍ତିଆଦିର ଶକ୍ତି, ସୁନ୍ଦରତା, ପ୍ରେରଣାଆଦି ଅନ୍ୟ ବସ୍ତୁ ବ୍ୟକ୍ତି ପାଖକୁ ଚାଲିଆସିବା କିମ୍ବା ପସନ୍ଦ ଆସିବା
ಉದಾಹರಣೆ :
ବୃଦ୍ଧଙ୍କ ପ୍ରତିଭା ଏବଂ ବିଦ୍ୱତ୍ତା ଦେଖି ଲକ୍ଷ ଲକ୍ଷ ଲୋକ ତାଙ୍କ ପ୍ରତି ଆକର୍ଷିତ ହେଲେ
ಸಮಾನಾರ್ಥಕ : ଆକର୍ଷିତ ହେବା, ମନ୍ତ୍ର ମୁଗ୍ଧ ହେବ
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु,व्यक्ति आदि का दूसरी वस्तु, व्यक्ति आदि के पास उसकी शक्ति, सुंदरता, प्रेरणा आदि के द्वारा चले आना या उसे पसंद करने लगना।
बुद्ध की प्रतिभा एवं विद्वता को देखते हुए लाखों लोग उनकी ओर आकर्षित हुए।