ಅರ್ಥ : ବିଶେଷକରି ପ୍ରଦର୍ଶନପାଇଁ କ୍ରମରେ ଆଗକୁ ବଢ଼ୁଥିବା ଲୋକଦଳ ବା ବାହନ ସମୁଦାୟ
ಉದಾಹರಣೆ :
ବିନା କାରଣରେ ପୋଲିସ ଶୋଭାଯାତ୍ରାକାରୀଙ୍କ ଉପରେ ଲାଠି ଚାର୍ଜ୍ କଲା
ಸಮಾನಾರ್ಥಕ : ଶୋଭାଯାତ୍ରା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କିଛି (ସାହାସିକ)କାର୍ୟ୍ୟ ଆଦିରେ ସବୁଠାରୁ ପ୍ରଥମତଃ ଅମୂର୍ତ୍ତସ୍ଥାନ
ಉದಾಹರಣೆ :
ଘଣ୍ଟାଏ ଧରି ସଚିନ୍ ମୋର୍ଚ୍ଚା ସମ୍ଭାଳିକରି ପାକିସ୍ଥାନୀ ଟିମ୍କୁ ବିବ୍ରତ କରିଦେଲେ
ಸಮಾನಾರ್ಥಕ : ମୋରଚା
ಇತರ ಭಾಷೆಗಳಿಗೆ ಅನುವಾದ :
An abstract mental location.
He has a special place in my thoughts.