ಅರ್ಥ : ଯୋଗଶାସ୍ତ୍ରାନୁସାରେ ପଞ୍ଚ କ୍ଲେଶ ମଧ୍ୟରୁ ଗୋଟିଏ
ಉದಾಹರಣೆ :
ଅନ୍ଧତାମିସ୍ରରେ ବ୍ୟକ୍ତି ବଣା ହୋଇଯାଏ
ಸಮಾನಾರ್ಥಕ : ଅନ୍ଧତାମିସ୍ର୍ର
ಇತರ ಭಾಷೆಗಳಿಗೆ ಅನುವಾದ :
योगशास्त्र के अनुसार पंच क्लेशों में से एक।
अंधतामिस्र में व्यक्ति को कुछ सूझता नहीं है।ಅರ್ಥ : ଚେହେରାରେ ଦେଖାଯାଉଥିବା ମୃତ୍ୟୁର ଲକ୍ଷଣ
ಉದಾಹರಣೆ :
ନିଜ ଆଗରେ ବାଘକୁ ଦେଖି ଶିକାରୀ ଚେହେରା ଉପରେ ମୃତ୍ୟୁର କଳାଛାଇ ଘୋଟି ଆସିଲା
ಸಮಾನಾರ್ಥಕ : ମୃତ୍ୟୁର କଳାଛାଇ
ಇತರ ಭಾಷೆಗಳಿಗೆ ಅನುವಾದ :
चेहरे पर दिखाई देने वाले मृत्यु के लक्षण।
शेर को अपने सामने देखते ही शिकारी के चेहरे पर मुर्दनी छा गई।