ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ମୁକ୍ତ କରିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ମୁକ୍ତ କରିବା   କ୍ରିୟାପଦ

ಅರ್ಥ : କୌଣସି ବନ୍ଧନ ବା କାମରୁ ମୁକ୍ତ ହେବା

ಉದಾಹರಣೆ : ମୁନିଋଷି ମାନେ ନିଜ ସାଧନା ବଳରେ ସଂସାରିକ ଦୁଃଖରୁ ନିଜକୁ ମୁକ୍ତ କରିଥିଲେ

ಸಮಾನಾರ್ಥಕ : ଉଦ୍ଧାର କରିବା, ଉଦ୍ଧାର ପାଇବା, ନିସ୍ତାର ପାଇବା, ମୁକ୍ତି ପାଇବା


ಇತರ ಭಾಷೆಗಳಿಗೆ ಅನುವಾದ :

किसी बंधन या काम से मुक्त होना।

ऋषि अपनी साधना के बल पर संसार के दुःखों से उबरता है।
उद्धार पाना, उबरना, निस्तार पाना, मुक्त होना

Bring into safety.

We pulled through most of the victims of the bomb attack.
bring through, carry through, pull through, save

ಅರ್ಥ : କାର୍ଯ୍ୟ ବା ଦାୟିତ୍ୱରୁ ମୁକ୍ତ କରିବା

ಉದಾಹರಣೆ : ଦୟାକରି ଆପଣ ମୋ ସ୍ଥାନ ଗ୍ରହଣକରି ମୋତେ ମୁକ୍ତ କରନ୍ତୁ

ಸಮಾನಾರ್ಥಕ : ସ୍ୱତନ୍ତ୍ର କରିବା, ସ୍ୱାଧୀନ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

* कार्यों या उत्तरदायित्वों से मुक्त करना।

कृपया आप मेरी जगह लेकर मुझे मुक्त करें।
मुक्त करना, स्वतंत्र करना

Free from obligations or duties.

discharge, free

ಅರ್ಥ : ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା

ಉದಾಹರಣೆ : ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ

ಸಮಾನಾರ್ಥಕ : ଖୋଲିବା, ଛାଡ଼ିବା, ବନ୍ଧନରୁ ମୁକ୍ତ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

अपनी पकड़ से अलग या बंधन से मुक्त करना।

उसने पिंजरे में बंद पक्षियों को आज़ाद किया।
आज़ाद करना, आजाद करना, उन्मुक्त करना, खोलना, छोड़ना, बंधन मुक्त करना, मुक्त करना, स्वतंत्र करना

Grant freedom to. Free from confinement.

free, liberate, loose, release, unloose, unloosen