ಅರ್ಥ : ସ୍ତ୍ରୀ ଆଦିଙ୍କ ସହିତ ପୁରୁଷ ଆଦିଙ୍କ ସମାଗମ
ಉದಾಹರಣೆ :
ଅନୁଚିତ ମୈଥୁନ କେତେ ପ୍ରକାରର ରୋଗକୁ ଜନ୍ମ ଦିଏବ୍ରହ୍ମଚାରୀ ମୈଥୁନ ଠାରୁ ଦୂରରେ ରହନ୍ତି
ಸಮಾನಾರ್ಥಕ : ଅନଂଗ-କ୍ରୀଡ଼ା, ଅନଙ୍ଗ-କ୍ରୀଡ଼ା, କେଳି, ନିଧୁବନ, ମୈଥୁନ, ରତି, ରତିକ୍ରିୟା, ସଂଗମ, ସଂଭୋଗ, ସଙ୍ଗମ, ସମ୍ଭୋଗ, ସହବାସ
ಇತರ ಭಾಷೆಗಳಿಗೆ ಅನುವಾದ :
स्त्री आदि के साथ पुरुष आदि का समागम।
अनुचित मैथुन कई तरह के रोगों को जन्म देता है।Activities associated with sexual intercourse.
They had sex in the back seat.ಅರ್ಥ : ସୌର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ସୂର୍ଯ୍ୟ ମିଥୁନରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ଚନ୍ଦ୍ର ମିଥୁନରାଶିରେ ଥାଏ
ಉದಾಹರಣೆ :
ମିଥୁନ ରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଟିକିଏ କଷ୍ଟଦାୟକ
ಸಮಾನಾರ್ಥಕ : ମିଥୁନ ରାଶି
ಇತರ ಭಾಷೆಗಳಿಗೆ ಅನುವಾದ :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य मिथुनराशि में हो।
मिथुनराशिवालों के लिए यह वर्ष थोड़ा कष्टमय है।ಅರ್ಥ : ଜ୍ୟୋତିଷ ଶାସ୍ତ୍ରର ଦ୍ୱାଦଶ ରାଶି ମଧ୍ୟରୁ ତୃତୀୟ ରାଶି
ಉದಾಹರಣೆ :
ଏ ବର୍ଷ ମିଥୁନରାଶି ଲୋକଙ୍କପାଇଁ ଅନୁକୂଳ
ಸಮಾನಾರ್ಥಕ : ମିଥୁନରାଶି
ಇತರ ಭಾಷೆಗಳಿಗೆ ಅನುವಾದ :
ज्योतिष में बारह राशियों में से तीसरी राशि।
यह साल मिथुन राशि के लोगों के अनुकूल है।The third sign of the zodiac. The sun is in this sign from about May 21 to June 20.
gemini, gemini the twins, twinsಅರ್ಥ : ପୋଖରୀ କୂଳରେ ରହୁଥୁବା ଗୋଟିଏ ପ୍ରକାରର ପକ୍ଷୀ
ಉದಾಹರಣೆ :
କ୍ରୌଞ୍ଚ ଯୁଗଳଙ୍କ ଦୁଃଖଦ ମୃତ୍ୟୁ ଦେଖି ବାଲ୍ମିକୀଙ୍କ ମୁଁହରୁ ଆପେ ଆପେ କାବ୍ୟ ଫୁଟି ଉଠିଲା
ಸಮಾನಾರ್ಥಕ : କ୍ରୌଞ୍ଚ, କ୍ରୌଞ୍ଚ ମିଥୁନ, ବଗ
ಇತರ ಭಾಷೆಗಳಿಗೆ ಅನುವಾದ :
Small slender gull having narrow wings and a forked tail.
tern