ಅರ್ಥ : ଯେଉଁ ଯନ୍ତ୍ର ସାହାଯ୍ୟରେ ଘରକୁ ଆସୁଥିବା ପାଣି ମପା ଯାଇଥାଏ
ಉದಾಹರಣೆ :
ଟାଙ୍କିର ମିଟର ଖରାପ ହୋଇଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
Meter for measuring the quantity of water passing through a particular outlet.
water meterಅರ್ಥ : ଘର ବା କାରଖାନା ଆଦିରେ ଖର୍ଚ୍ଚ ହେଉଥିବା ବିଜୁଳି ମାପିବାର ଯନ୍ତ୍ର
ಉದಾಹರಣೆ :
ଆମ ଘରେ ଦୁଇଟି ମିଟର ଲାଗିଛି
ಇತರ ಭಾಷೆಗಳಿಗೆ ಅನುವಾದ :
घरों या कारख़ानों आदि में खर्च होनेवाली बिजली नापने का यंत्र।
मेरे घर में दो मीटर लगे हैं।ಅರ್ಥ : ଯେଉଁ ଯନ୍ତ୍ରଦ୍ୱାରା କୌଣସି ଚାଲୁଥିବା ବସ୍ତୁଆଦିର ଗତି ମପାଯାଇଥାଏ
ಉದಾಹರಣೆ :
ଏହି ଯାନର ଗତିମାପକ କାମ କରୁନାହିଁ
ಸಮಾನಾರ್ಥಕ : ଗତିମାପକ, ସ୍ପିଡୋମିଟର
ಇತರ ಭಾಷೆಗಳಿಗೆ ಅನುವಾದ :
वह यंत्र जिससे किसी चलने वाली वस्तु आदि की गति नापी जाती है।
इस वाहन का गति मापक काम नहीं कर रहा है।