ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେ ଅନେକଥର ମାଡ଼ ଖାଇଲାଣି
ಉದಾಹರಣೆ : ମାଡ଼ୁଆ ମୋହନାକୁ ପୁଣି ପୁଲିସ୍ ଧରି ନେଇଗଲାଣି
ಸಮಾನಾರ್ಥಕ : ମାଡ଼ଖିଆ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जिसने कई बार मार खाई हो।
ಅರ್ಥ : ଯେ ଅତ୍ୟଧିକ ମାଡଖାଏ
ಉದಾಹರಣೆ : ଶ୍ୟାମ ଜଣେ ମାଡ଼ୁଆ ବ୍ୟକ୍ତି, ଯେ ପର୍ଯ୍ୟନ୍ତ ସେ ମାଡ଼ ଖାଇନି ସେପର୍ଯ୍ୟନ୍ତ ତାର ପେଟ ପୁରେ ନାହିଁ
जो अत्यधिक माँड़ खाता है।
ಅರ್ಥ : ଯେ ବରାବର ପିଟାଖାଏ
ಉದಾಹರಣೆ : ମାଡ଼ୁଆ ରମେଶ ଦିନତମାମ ମାଡ଼ ଖାଉଛି କିନ୍ତୁ ନିଜର ଅଭ୍ୟାସ ପରିବର୍ତ୍ତନ କରୁନାହିଁ
जो बराबर पिटता रहता हो।
ಸ್ಥಾಪನೆ