ಅರ್ಥ : ଅଚାନକ ବହୁତ ଅଧିକ ସଂଖ୍ୟାରେ ଆସିବାର ପ୍ରକ୍ରିୟା
ಉದಾಹರಣೆ :
ଲୋକପ୍ରିୟ ନେତାଙ୍କୁ ଦେଖିବା ନିମନ୍ତେ ଲୋକଙ୍କ ଭିଡ଼ ମାଡ଼ିଆସିଲା
ಇತರ ಭಾಷೆಗಳಿಗೆ ಅನುವಾದ :
अचानक बहुत अधिक मात्रा में आने की क्रिया।
भीड़ की उमड़ को रोकने के लिए पुलिस को अश्रु गैस छोड़नी पड़ी।ಅರ್ಥ : କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା
ಉದಾಹರಣೆ :
ସେ ଯିବା ପୂର୍ବରୁ ତାଙ୍କର ସମସ୍ତ କାମ ମୋ ଉପରେ ଲଦି ଦେଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସ୍ଥାନ ପର୍ଯ୍ୟନ୍ତ ବିସ୍ତାରିତ ହେବା
ಉದಾಹರಣೆ :
ବନ୍ୟାର ପାଣି ଗାଁ ପର୍ଯ୍ୟନ୍ତ ପହଞ୍ଚିଗଲା
ಸಮಾನಾರ್ಥಕ : ପହଞ୍ଚିବା, ବିସ୍ତାରିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :