ಅರ್ಥ : ଛଅଟି ବର୍ଣ୍ଣକୁ ନେଇ ଗୋଟିଏ ବର୍ଣ୍ଣବୃତ୍ତ
ಉದಾಹರಣೆ :
ମାଳତୀର ପ୍ରତ୍ୟେକ ପାଦରେ ଦୁଇଟି ଜଗଣ ଥାଏ
ಅರ್ಥ : ସୁଗନ୍ଧିତ ଫୁଲର ଏକ ଗଛ
ಉದಾಹರಣೆ :
ସାଧୁ ମହାରାଜା ନିଜ କୁଡିଆ ଚାରିପଟେ ମାଳତୀ ଫୁଲ ଲଗେଇଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
Any of several shrubs and vines of the genus Jasminum chiefly native to Asia.
jasmineಅರ್ಥ : ଏକ ଘନ ଲତା ଯାହାର ଫୁଲ ବହୁତ ଭଲ ଲାଗେ
ಉದಾಹರಣೆ :
ଆମ ଫୁଲବଗିଚାରେ ମାଳତୀ ମଧ୍ୟ ଲାଗିଛି
ಇತರ ಭಾಷೆಗಳಿಗೆ ಅನುವಾದ :
A plant with a weak stem that derives support from climbing, twining, or creeping along a surface.
vineಅರ್ಥ : ବାରଟି ବର୍ଣ୍ଣକୁ ନେଇ ଗୋଟିଏ ବର୍ଣ୍ଣବୃତ୍ତ
ಉದಾಹರಣೆ :
ମାଳତୀର ପ୍ରତ୍ୟେକ ଚରଣରେ କ୍ରମରେ ନଗଣ, ଜଗଣ, ଜଗଣ ଏବଂ ରଗଣ ଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ପ୍ରକାରର ଧଳା ସୁଗନ୍ଧିତ ଫୁଲ
ಉದಾಹರಣೆ :
ମାଳତୀର ସୁବାସ ସାରା ବଗିଚାରେ ଭରିଯାଇଛି
ಸಮಾನಾರ್ಥಕ : ମଧୁମାଳତୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜାଇ ଭଳି ଏକ ପ୍ରକାରର ଲତାରେ ଫୁଟୁଥିବା ଫୁଲ
ಉದಾಹರಣೆ :
ବଗିଚାରେ ମାଳତୀ ବହୁତ ମହକୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଛୋଟ ଧଳା ରଙ୍ଗର ଫୁଲ ଯାହା ବହୁତ ସୁବାସିତ
ಉದಾಹರಣೆ :
ତାଙ୍କ ଘର ସାମ୍ନାରେ ଚାଲି ଗଲାବେଳେ ମାଳତୀ ଫୁଲର ବାସ୍ନା ଆସେ
ಸಮಾನಾರ್ಥಕ : ନବମାଳିକା
ಇತರ ಭಾಷೆಗಳಿಗೆ ಅನುವಾದ :