ಅರ್ಥ : ତଉଲ ବା ଓଜନ କରିବା କ୍ରିୟା
ಉದಾಹರಣೆ :
ଓଜନ ମାପିବାପାଇଁ ଷ୍ଟେସନରେ ମେସିନ୍ ଅଛି
ಸಮಾನಾರ್ಥಕ : ଉତ୍ତୋଳନ କରିବା, ତଉଲିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମାପିବା କ୍ରିୟା
ಉದಾಹರಣೆ :
ଲେଖପାଳ ଜମି ମାପିବା ପରେ କାର୍ଯ୍ୟାଳୟକୁ ଗଲେ
ಅರ್ಥ : କୌଣସି ବସ୍ତୁ, କାର୍ଯ୍ୟ ଆଦିର ବିସ୍ତୃତି, ଘନତ୍ୱ ଇତ୍ୟାଦିର ମାନ ବା ପରିମାଣ ନିର୍ଣ୍ଣୟ କରିବା
ಉದಾಹರಣೆ :
ସେ ମିଟରରେ କନା ମାପୁଛନ୍ତି
ಸಮಾನಾರ್ಥಕ : ମାନ ନିର୍ଣ୍ଣୟ କରିବା, ମାନ ନିର୍ଦ୍ଧାରଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Determine the measurements of something or somebody, take measurements of.
Measure the length of the wall.ಅರ್ಥ : କୌଣସି ବସ୍ତୁର ଓଜନ ଜାଣିବାପାଇଁ ତାକୁ ନିକିତିରେ ରଖିବା
ಉದಾಹರಣೆ :
ଦୋକାନୀ ଶସ୍ୟ ମାପୁଛି
ಇತರ ಭಾಷೆಗಳಿಗೆ ಅನುವಾದ :