ಅರ್ಥ : ଚାପରେ ବା ସଙ୍କଟ ଅବସ୍ଥାରେ ଗୁପ୍ତ କଥା ପ୍ରକାଶ କରିବା
ಉದಾಹರಣೆ :
ପୋଲିସ ମାଡ଼ରେ କଏଦୀ ବିବ୍ରତ ହୋଇ ପରିଶେଷରେ ହତ୍ୟା ଘଟଣା କହିପକାଇଲା
ಸಮಾನಾರ್ಥಕ : କହିପକାଇବା, କହିପକେଇବା, ସ୍ୱୀକାରକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସହମତ ହେବା
ಉದಾಹರಣೆ :
ମୁଁ ଆପଣଙ୍କ କଥା ମାନୁଛି
ಸಮಾನಾರ್ಥಕ : ରାଜି ହେବା, ସମ୍ମତ ହେବା, ସ୍ୱୀକାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
सहमत होना।
मैं आपकी बात मानता हूँ।ಅರ್ಥ : କାହାରି ପ୍ରତି ଆଦର ଭାବ ରଖିବା
ಉದಾಹರಣೆ :
ମୁଁ ତାଙ୍କୁ ବହୁତ ମାନେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରି କଥା, ଆଦେଶ ଆଦି ଅନୁସାରେ କାମ କରିବା
ಉದಾಹರಣೆ :
ସେ ମୋ ଆଦେଶ ମାନିଲା ନାହିଁ
ಸಮಾನಾರ್ಥಕ : ପାଳନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Be obedient to.
obeyಅರ್ಥ : କଳ୍ପନା କରିବା
ಉದಾಹರಣೆ :
ଆମେ ପ୍ରଶ୍ନର ଉତ୍ତର କରିବା ପାଇଁ ଅଜଣା ଅଙ୍କ ସ୍ଥାନରେ କ ଏବଂ ଖ କୁ କଳ୍ପନା କରିଛୁ
ಸಮಾನಾರ್ಥಕ : କଳ୍ପନା କରିବା, ଗ୍ରହଣ କରିବା, ଭାବିବା
ಇತರ ಭಾಷೆಗಳಿಗೆ ಅನುವಾದ :
कल्पना करना।
हमने सवाल हल करने के लिए क और ख को अनभिज्ञ अंकों के स्थान पर माना है।Form a mental image of something that is not present or that is not the case.
Can you conceive of him as the president?.ಅರ್ಥ : ସୁନ୍ଦର ବା ଭଲ ଲାଗିବା
ಉದಾಹರಣೆ :
ଏହି ପୋଷାକ ଆପଣଙ୍କୁ ମାନୁଛି
ಸಮಾನಾರ್ಥಕ : ଭଲ ଲାଗିବା, ଶୋଭିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
सुंदर या अच्छा लगना।
यह पोशाक आप पर खिल रही है।ಅರ್ಥ : ଧାର୍ମିକ ଦୃଷ୍ଟିରେ କୌଣସି କଥାରେ ଶ୍ରଦ୍ଧା ବା ବିଶ୍ୱାସ କରିବା
ಉದಾಹರಣೆ :
ମୁ ନିରାକାର ଈଶ୍ୱରଙ୍କୁ ମାନେ
ಸಮಾನಾರ್ಥಕ : ସ୍ୱୀକାର କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମହତ୍ତ୍ୱ ବୁଝିବା
ಉದಾಹರಣೆ :
ଏବେ ତ ମାନିବାକୁ ପଡ଼ିବଯେ ଆପଣ ଗୃହବିଜ୍ଞାନର ବିଶେଷଜ୍ଞ
ಸಮಾನಾರ್ಥಕ : ସ୍ୱୀକାରକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Accept (someone) to be what is claimed or accept his power and authority.
The Crown Prince was acknowledged as the true heir to the throne.