ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ମାଇଲେଜ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ମାଇଲେଜ   ବିଶେଷ୍ୟ

ಅರ್ಥ : ଦିଆଯାଇଥିବା ଇନ୍ଧନ ମାତ୍ରାରେ କୌଣସି ମୋଟରଗାଡି ଦ୍ବାରା ମାଇଲରେ ସ୍ଥିର କରା ଯାଇଥିବା ଦୂରତା

ಉದಾಹರಣೆ : ଏହି କାରର ମାଇଲେଜ ପୁରୁଣା କାରର ମାଇଲେଜର ଦୁଇଗୁଣା


ಇತರ ಭಾಷೆಗಳಿಗೆ ಅನುವಾದ :

किसी दी गई ईंधन की मात्रा में किसी मोटरगाड़ी द्वारा मीलों में तय की गई दूरी।

इस कार का माइलेज पुराने कार के माइलेज से दुगुना है।
माइलज, माइलेज

The ratio of the number of miles traveled to the number of gallons of gasoline burned.

fuel consumption rate, gas mileage, gasoline mileage, mileage

ಅರ್ಥ : କୌଣସି ନିର୍ଦ୍ଦିଷ୍ଟ ସମୟରେ ମାଇଲରେ ସ୍ଥିର କରାଯାଇଥିବା ସମ୍ପୂର୍ଣ୍ଣ ଦୂରତା

ಉದಾಹರಣೆ : ପ୍ରତ୍ୟେକ ବ୍ୟକ୍ତିର ମାଇଲେଜ ଅଲଗା ଅଲଗା ହୋଇଥାଏ


ಇತರ ಭಾಷೆಗಳಿಗೆ ಅನುವಾದ :

किसी दिये गए समय में मीलों में तय की गई कुल दूरी।

हर गाड़ी का माइलेज अलग-अलग होता है।
माइलज, माइलेज

Distance measured in miles.

milage, mileage

ಅರ್ಥ : କୌଣସି କାର୍ଯ୍ୟ,ଉପଯୋଗ ବା ସ୍ଥାୟିତ୍ବକୁ ମାଇଲରେ ସ୍ଥିରୀକୃତା ଦୂରତା ମାପ

ಉದಾಹರಣೆ : ଏହି ଟାୟାର ବହୁତ ଭଲ ମାଇଲେଜ ଦେବ


ಇತರ ಭಾಷೆಗಳಿಗೆ ಅನುವಾದ :

किसी के कार्य, उपयोग या टिकाऊपन की मीलों में तय की गई दूरी से आँकी गई मात्रा।

यह टायर बहुत अच्छा माइलेज देगा।
माइलज, माइलेज

ಅರ್ಥ : ମାଇଲରେ ମପା ଯାଉଥିବା ଲମ୍ବ ବା ଦୂରତା

ಉದಾಹರಣೆ : ସେ ମାଇଲେଜକୁ କିଲୋମିଟରରେ ଜାଣିବାକୁ ଚାହୁଁଛି


ಇತರ ಭಾಷೆಗಳಿಗೆ ಅನುವಾದ :

मीलों में मापी गई लम्बाई या दूरी।

वह माइलेज को किलोमीटर में जानना चाहता है।
माइलज, माइलेज

Distance measured in miles.

milage, mileage