ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ହାତ ଲାଗିଥିବା ଯେଉଁ କାଠତିଆରି ଯନ୍ତ୍ରରେ ହଳ ହୋଇଥିବା ଜମିକୁ ସମତଳ କରାଯାଏ
ಉದಾಹರಣೆ : କୃଷକଟି ମଇ ଦ୍ୱାରା ହଳହୋଇଥିବା ଜମିକୁ ସମତଳ କରୁଛି
ಸಮಾನಾರ್ಥಕ : ମଇ, ମୟା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
हत्था लगा लकड़ी का एक टुकड़ा जिससे जुती हुई भूमि बराबर की जाती है।
ಅರ್ಥ : ଦହି ବସାଇବାପାଇଁ ଦୁଧରେ ପକା ଯାଉଥିବା ଦହି ବା ଖଟା ପଦାର୍ଥ
ಉದಾಹರಣೆ : ମା ଦହି ବସାଇବାପାଇଁ ଦୁଧରେ ମହି ପକାଇଛନ୍ତି
ಸಮಾನಾರ್ಥಕ : ଦଧ୍ୟାମ୍ଳ
दही जमाने के लिए दूध में डाला जाने वाला दही या खट्टा पदार्थ।
ಸ್ಥಾಪನೆ