ಅರ್ಥ : ଅଙ୍କଗୁଡ଼ିକର ସ୍ଥାନ ଗଣତିରେ ଏକକସ୍ଥାନରୁ ଗଣିଲେ ବିଂଶ ସ୍ଥାନରେ ଯେଉଁଠି ମହାଶଙ୍ଖରେ ଗୁଣିତ ହେବା ବୋଧ ହୁଏ
ಉದಾಹರಣೆ :
ଏକ ମହାଶଙ୍ଖ ତିନିରେ ମହାଶଙ୍ଖ ସ୍ଥାନରେ ଏକ ଓ ଏକକ ସ୍ଥାନରେ ତିନି ଅଛି
ಸಮಾನಾರ್ಥಕ : ମହାଶଂଖ
ಇತರ ಭಾಷೆಗಳಿಗೆ ಅನುವಾದ :
अंकों के स्थानों की गिनती में इकाई की ओर से गिनने पर बीसवाँ स्थान जिसमें महाशंख गुणित का बोध होता है।
एक महाशंख तीन में एक महाशंख के स्थान पर और तीन इकाई के स्थान पर है।ಅರ್ಥ : ଏକରେ ଉଣେଇଶଟି ଶୂନ ଲଗାଇଲେ ମିଳୁଥିବା ସଂଖ୍ୟା
ಉದಾಹರಣೆ :
ଶହେ ଶଙ୍ଖ ସହିତ ଗୋଟିଏ ମହାଶଙ୍ଖ ସମାନ ହୁଏ
ಇತರ ಭಾಷೆಗಳಿಗೆ ಅನುವಾದ :