ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ମରୁତ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ମରୁତ   ବିଶେଷ୍ୟ

ಅರ್ಥ : ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ ପ୍ରାଣୀ ଶ୍ୱାସ ନେଇଥାନ୍ତି

ಉದಾಹರಣೆ : ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ

ಸಮಾನಾರ್ಥಕ : ଅନିଳ, ଜୀବନ, ପବନ, ପ୍ରାଣ, ବାୟୁ, ସମୀର


ಇತರ ಭಾಷೆಗಳಿಗೆ ಅನುವಾದ :

ಅರ್ಥ : ଜଣେ ଚନ୍ଦ୍ରବଂଶୀୟ ରାଜା

ಉದಾಹರಣೆ : ମରୁତ ରାଜା ଅବୀକ୍ଷିତଙ୍କ ପୁତ୍ର ଥିଲେ


ಇತರ ಭಾಷೆಗಳಿಗೆ ಅನುವಾದ :

एक चंद्रवंशीय राजा।

मरुत्त राजा अवीक्षित के पुत्र थे।
मरुत्त

An imaginary being of myth or fable.

mythical being

ಅರ್ಥ : ପବନର ଅଧିପତିରୂପେ ଗ୍ରହଣ କରାଯାଉଥିବା ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଜଣେ ଦେବତା

ಉದಾಹರಣೆ : ବେଦଗୁଡ଼ିକରେ ବି ପବନଦେବତାଙ୍କୁ ପୂଜାକରିବା ବିଧି ରହିଛି

ಸಮಾನಾರ್ಥಕ : ଅନିଳ, ପବନଦେବ, ପବନଦେବତା, ବାୟୁଦେବ


ಇತರ ಭಾಷೆಗಳಿಗೆ ಅನುವಾದ :

हिन्दू धर्मग्रंथों में वर्णित एक देवता जो हवा के अधिपति माने जाते हैं।

वेदों में भी पवनदेव के पूजन का विधान है।
अजिर, अध्यर्ध, अनिल, जगद्बल, दैत्यदेव, पवन, पवनदेव, पवनदेवता, पवमान, मरुत, मरुत्, वायु, वायुदेव, वायुदेवता, विधु, वृष्णि, हवा