ಅರ್ಥ : ଈଶ୍ୱରଙ୍କ ଧ୍ୟାନ ପରିତ୍ୟାଗ କରି ଶାରୀରିକ ଓ ସାଂସାରିକ ପଦାର୍ଥକୁ ନିଜର ସର୍ବସ୍ୱ ମାନିନେବାର ପ୍ରକ୍ରିୟା ବା ଭାବ
ಉದಾಹರಣೆ :
ସାଧୁ ସନ୍ଥମାନେ ମୋହରେ ପଡ଼ନ୍ତି ନାହିଁ
ಸಮಾನಾರ್ಥಕ : ଅସ୍ମିତା, ବିମୋହ, ମାୟା, ମୋହ
ಇತರ ಭಾಷೆಗಳಿಗೆ ಅನುವಾದ :
A feeling of great liking for something wonderful and unusual.
captivation, enchantment, enthrallment, fascinationಅರ್ಥ : ଛୋଟ ଏବଂ ସମବୟସ୍କଙ୍କ ପ୍ରତି ହୃଦୟରୁ ଆସୁଥିବା ପ୍ରେମ
ಉದಾಹರಣೆ :
ପିଲାଙ୍କପାଇଁ ଚାଚା ନେହେରୁଙ୍କର ବହୁତ ସ୍ନେହ ଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
A positive feeling of liking.
He had trouble expressing the affection he felt.ಅರ್ಥ : ମାଆର ସନ୍ତାନପ୍ରତି ଥିବା ସ୍ନେହ
ಉದಾಹರಣೆ :
ପିଲାମାନେ ମାଆଙ୍କ ମମତାର ଛାଇରେ ବଢନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
A positive feeling of liking.
He had trouble expressing the affection he felt.