ಅರ್ಥ : ଇଷ୍ଟସିଦ୍ଧି ବା କୌଣସି ଦେବତାଙ୍କ ପ୍ରସନ୍ନତା ନିମନ୍ତେ ଜପ କରାଯାଉଥିବା କେତେକ ଶବ୍ଦ ବା ବାକ୍ୟ
ಉದಾಹರಣೆ :
ରାମ ନିଜ ଗୁରୁଙ୍କ ଠାରୁ ମନ୍ତ୍ର ନେଇଛି
ಸಮಾನಾರ್ಥಕ : ସ୍ତୁତି ମନ୍ତ୍ର
ಅರ್ಥ : ଏହି ଶବ୍ଦ ବା ବାକ୍ୟ ଯାହାର ଜପ ଇଷ୍ଟସିଦ୍ଧି କିମ୍ବା କୌଣସି ଦେବାଦେବୀଙ୍କ ପ୍ରସନ୍ନତାପାଇଁ କରାଯାଏ
ಉದಾಹರಣೆ :
ପଣ୍ଡିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଅଛନ୍ତି
ಸಮಾನಾರ್ಥಕ : ସ୍ତୁତିମନ୍ତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
वे शब्द या वाक्य जिनका जप इष्ट-सिद्धि या किसी देवता की प्रसन्नता के लिए किया जाता है।
पंडितजी महामृत्युंज्य मंत्र का जाप कर रहे हैं।A commonly repeated word or phrase.
She repeated `So pleased with how its going' at intervals like a mantra.ಅರ್ಥ : ଉପନୟନ ସଂସ୍କାର ଅନ୍ତର୍ଗତ ଏକ କୃତ୍ୟ ଯେଉଁଥିରେ ଆଚାର୍ଯ୍ୟ ଗାୟତ୍ରୀ ମନ୍ତ୍ରର ଉପଦେଶ ଦିଅନ୍ତି
ಉದಾಹರಣೆ :
ଉପନୟନ ସଂସ୍କାର ଅବସରରେ ପଣ୍ଡିତ ମହାଶୟ ବାଳକକୁ ଦୀକ୍ଷା ଦିଅନ୍ତି
ಸಮಾನಾರ್ಥಕ : ଦୀକ୍ଷା
ಇತರ ಭಾಷೆಗಳಿಗೆ ಅನುವಾದ :
उपनयन संस्कार के अंतर्गत एक कृत्य जिसमें आचार्य गायत्री मंत्र का उपदेश देता है।
उपनयन संस्कार के दौरान पंडितजी वटुक को दीक्षा देते हैं।The prescribed procedure for conducting religious ceremonies.
ritual