ಅರ್ಥ : ମନର ମଳିନତା
ಉದಾಹರಣೆ :
ମନୋମାଳିନ୍ୟ ଦୂର କରିବାପାଇଁ ଆମର ପ୍ରଯତ୍ନ କରିବା ଉଚିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦୁଇଜଣ ବ୍ୟକ୍ତି ବା ଦଳଙ୍କ ମଧ୍ୟରେ ଶତ୍ରୁତାପୂର୍ଣ୍ଣ ଢଙ୍ଗରେ ନିଜନିଜ କଥା ଉପରେ ଜଣେ ଅନ୍ୟ ଜଣଙ୍କ ବିରୋଧରେ ଅଟଳ ରହିବାର ଭାବ
ಉದಾಹರಣೆ :
ଛୋଟ କଥାକୁ ନେଇ ସେ ଦୁଇଜଣଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଗଲା
ಸಮಾನಾರ್ಥಕ : ଯୁକ୍ତିତର୍କ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶତ୍ରୁହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ନିଜନିଜ ଭିତରେ ଶତ୍ରୁତାକୁ ଦୂରକରିବା ହିଁ ଭଲ
ಸಮಾನಾರ್ಥಕ : ଅରିତ୍ୱ, ବିଦ୍ୱେଷ, ବିରୋଧ, ବୈର, ଶତ୍ରୁତା
ಇತರ ಭಾಷೆಗಳಿಗೆ ಅನುವಾದ :
दुश्मन या शत्रु होने की अवस्था या भाव।
आपसी दुश्मनी को दूर करने में ही भलाई है।