ಅರ್ಥ : କୌଣସି ବିଚାର ବା ବିଷୟ ସମ୍ବନ୍ଧରେ ସବୁ ଲୋକଙ୍କ ଏକ ମତ ବା ରାୟ ହେବା ଅବସ୍ଥା ବା ଭାବ
ಉದಾಹರಣೆ :
ତାଙ୍କର ବ୍ୟକ୍ତିତ୍ବ ବିଷୟରେ ବିଦ୍ବାନମାନେ ଏକମତ ନୁହଁନ୍ତି
ಸಮಾನಾರ್ಥಕ : ଏକମତ
ಅರ್ಥ : ସମସ୍ତଙ୍କର ସମ୍ମତି ବା ରାୟ
ಉದಾಹರಣೆ :
ଏହି କାମ ସର୍ବସମ୍ମତିରେ କରାଗଲା
ಸಮಾನಾರ್ಥಕ : ସର୍ବସମ୍ମତି
ಇತರ ಭಾಷೆಗಳಿಗೆ ಅನುವಾದ :
Everyone being of one mind.
unanimity