ಅರ್ಥ : ଯେଉଁ ବିଷୟରେ ଦୁଇ ବା ଅଧିକ ବିରୋଧୀ ପକ୍ଷ ରହିଛନ୍ତି ଏବଂ ଯାହାର ସତ୍ୟତା ନିର୍ଣ୍ଣୟ କରିବାକୁ ଅଛି
ಉದಾಹರಣೆ :
ରାମ ଓ ଶ୍ୟାମ ମଧ୍ୟରେ ଚାଲିଥିବା ଜମି ମାମଲାର ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ
ಸಮಾನಾರ್ಥಕ : ମକଦମା, ମାମଲା, ମୋକଦମା, ମୋକଦ୍ଦମା
ಇತರ ಭಾಷೆಗಳಿಗೆ ಅನುವಾದ :
ऐसी बात जिसके विषय में दो या अधिक विरोधी पक्ष हों और जिसकी सत्यता का निर्णय होने को हो।
राम और श्याम के बीच चल रहे भूमि के विवाद का अभी तक कोई फैसला नहीं हुआ है।A disagreement or argument about something important.
He had a dispute with his wife.ಅರ್ಥ : ଅଭିଯୋଗ, ଅପରାଧ, ଅଧିକାର ବା ଦେବାନେବା ଆଦିସହ ସମ୍ବନ୍ଧିତ ଯେଉଁ ବିବାଦ ନ୍ୟାୟାଳୟରେ କୌଣସି ପକ୍ଷ ତରଫରୁ ବିଚାର ପାଇଁ ଉପସ୍ଥାପିତ କରାଯାଏ
ಉದಾಹರಣೆ :
ଏହି ମକଦ୍ଦମା ନ୍ୟାୟଳୟର ବିଚାରଧୀନ ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମକଦ୍ଦମା ଲଢ଼ିବାର କାର୍ଯ୍ୟ
ಉದಾಹರಣೆ :
ରମେଶ ମକଦ୍ଦମାରେ ବହୁତ ଗୁଡ଼ିଏ ପଇସା ଖର୍ଚ୍ଚ କଲା
ಇತರ ಭಾಷೆಗಳಿಗೆ ಅನುವಾದ :
मुकदमा लड़ने का कार्य।
रमेश ने मुकदमेबाजी में बहुत सारा पैसा खर्च कर दिया।