ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସାହିତ୍ୟର ନବରସ ମଧ୍ୟରୁ ଯେଉଁ ରସ ଅନିଷ୍ଟ କରୁଥିବା ଭୟଙ୍କର ଏବଂ ବିକଟ ଘଟଣାଗୁଡ଼ିକୁ ବା ତା ଆଶଙ୍କାରେ ମନରେ ହେଉଥିବା ଆତଙ୍କ ବା ଭୟରୁ ଉତ୍ପନ୍ନ ହୋଇଥାଏ
ಉದಾಹರಣೆ : ଏହି କବିତାରେ ଭୟାନକ ରସ ରହିଛି
ಸಮಾನಾರ್ಥಕ : ଭୟାନକ ରସ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
साहित्य में नौ रसों में से एक जो अनिष्ट करनेवाली भयावनी और विकट घटनाओं या उनकी आशंका से मन में होनेवाले आतंक या भय से उत्पन्न होता है।
ಅರ್ಥ : ଯିଏ ଅନ୍ୟକୁ ଡରାଏ
ಉದಾಹರಣೆ : ରମେଶ ଭୀତିଜନକ, କେବଳ ଅନ୍ୟକୁ ଡରେଇବା ଜାଣିଛି
ಸಮಾನಾರ್ಥಕ : ଭୀତିଜନକ, ଭୟଦ, ଭୟପ୍ରଦ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह जो धौंस जमाता हो।
A cruel and brutal fellow.
ಅರ್ಥ : ଆବଶ୍ୟକତାଠାରୁ ଅଧିକ ବା ବହୁତ ଅଧିକ
ಉದಾಹರಣೆ : ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲା
ಸಮಾನಾರ್ಥಕ : ଘୋର, ପ୍ରବଳ, ଭୀଷଣ, ଭୟଙ୍କର
आवश्यकता से अधिक या बहुत ही अधिक।
Unusually great in degree or quantity or number.
ಸ್ಥಾಪನೆ