ಅರ್ಥ : ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା
ಉದಾಹರಣೆ :
ସେ ଭ୍ରମଣରେ ଯାଉଛି ତାର ଯାତ୍ରା ସଫଳ ହେଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାତ୍ରା କାଳରେ ଅତିକ୍ରମ କରା ଯାଉଥିବା ଦୂରତା
ಉದಾಹರಣೆ :
ତାଙ୍କୁ ପଚାଶ ମାଇଲ ଦୂରତା ଭ୍ରମଣ କରିବାକୁ ପଡିଲା
ಸಮಾನಾರ್ಥಕ : ଯାତ୍ରା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଶେଷ କାର୍ଯ୍ୟପାଇଁ ବିଶେଷକରି ନିରୀକ୍ଷଣ କରି ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାର କ୍ରିୟା
ಉದಾಹರಣೆ :
ପ୍ରଧାନମନ୍ତ୍ରୀ ଭୂକମ୍ପଗ୍ରସ୍ଥ ଅଞ୍ଚଳଗୁଡ଼ିକର ପରିଦର୍ଶନରେ ଯାଇଛନ୍ତି
ಸಮಾನಾರ್ಥಕ : ନିରୀକ୍ଷଣ, ପରିଦର୍ଶନ
ಇತರ ಭಾಷೆಗಳಿಗೆ ಅನುವಾದ :
किसी विशेष कार्य के लिए एक स्थान से दूसरे स्थान तक जाने की क्रिया।
प्रधानमंत्री भूकंप ग्रस्त इलाकों के दौरे पर गए हैं।The act of visiting in an official capacity (as for an inspection).
visitಅರ್ಥ : କୌଣସି ବିଶେଷ ସ୍ଥାନକୁ ଭ୍ରମଣ ନିମନ୍ତେ କରାଯାଉଥିବା ଯାତ୍ରା
ಉದಾಹರಣೆ :
ଆମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭ୍ରମଣରେ ଯାଉଛନ୍ତି
ಸಮಾನಾರ್ಥಕ : ଯାତ୍ରା
ಇತರ ಭಾಷೆಗಳಿಗೆ ಅನುವಾದ :