ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁଥିରେ ଚେତନ ବା ଜୀବନ ନାହିଁ
ಉದಾಹರಣೆ : ମୋହନ ଜଡ଼ ପଦାର୍ଥର ଅଧ୍ୟୟନ କରୁଛି
ಸಮಾನಾರ್ಥಕ : ଅଚେତନ, ଅଚୈତନ୍ୟ, ଚେତନା ରହିତ, ଜଡ଼
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जिसमें चेतनता या जीवन न हो।
ಅರ್ಥ : ପଞ୍ଚଭୂତରେ ତିଆରି
ಉದಾಹರಣೆ : ଏହି ଭୌତିକ ଶରୀର ମୃତ୍ୟୁ ପରେ ପୁଣି ପଞ୍ଚଭୂତରେ ମିଶିଯାଏ
ಸಮಾನಾರ್ಥಕ : ପାର୍ଥିବ
पंचभूतों का बना हुआ।
ಅರ್ಥ : ପଞ୍ଚଭୂତ ସହିତ ସମ୍ପର୍କ ରଖିବାବ୍ୟକ୍ତି
ಉದಾಹರಣೆ : ଏହି ଶରୀରର ନିର୍ମାଣ ପଞ୍ଚଭୌତିକ ତତ୍ତ୍ୱରେ ହୋଇଛି
ಸಮಾನಾರ್ಥಕ : ଅଧିଭୌତିକ, ପଞ୍ଚତତ୍ତ୍ୱୀୟ, ପଞ୍ଚଭୂତୀୟ, ପଞ୍ଚଭୌତିକ
पंचभूत से संबंध रखनेवाला।
ಸ್ಥಾಪನೆ