ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଭେଟିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଭେଟିବା   କ୍ରିୟାପଦ

ಅರ್ಥ : କାହା ସହିତ ଦେଖା କରିବା ବା ଭେଟିବା

ಉದಾಹರಣೆ : ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ

ಸಮಾನಾರ್ಥಕ : ଦେଖାକରିବା, ମିଶିବା, ସାକ୍ଷାତ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

किसी से मिलना या भेंट करना।

उसने शहर में अपने संबंधियों से भेंट की।
भेंट करना, भेंटना, मिलना, मुलाक़ात करना, मुलाकात करना

Go to see for a social visit.

I went to see my friend Mary the other day.
see

ಅರ್ಥ : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା

ಉದಾಹರಣೆ : ସେ ଜଣେ ଲୋକ ସଙ୍ଗେ ମିଶୁଛି ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି

ಸಮಾನಾರ್ಥಕ : ଏକତ୍ର ହେବା, ଦେଖାହେବା, ମିଶିବା, ସଂସର୍ଗରେ ରହିବା, ସଙ୍ଗୀହେବା, ସାକ୍ଷାତ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

* नियमित रूप से मिलना विशेषकर स्त्री पुरुष का या किसी के साथ स्थिर संबंध रखना।

वह एक अधेड़ आदमी से मिल रही है।
वह फिर से अपनी पहली बीबी से मिल रहा है।
डेट करना, मिलना

ಅರ್ಥ : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା

ಉದಾಹರಣೆ : ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ

ಸಮಾನಾರ್ಥಕ : ଏକତ୍ରିତ ହେବା, ଏକହେବା, ଏକାଠି ହେବା, ମିଳିବା, ମିଶିବା, ସଂଘବଦ୍ଧ ହେବା


ಇತರ ಭಾಷೆಗಳಿಗೆ ಅನುವಾದ :

सार्वजनिक उद्देश्य या कार्य के लिए मिलना।

देश की उन्नति के लिए हम सभी मिलें।
एक होना, मिलना, संबद्ध होना

Join for a common purpose or in a common action.

These forces combined with others.
combine