ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଅଳଙ୍କୃତ କରାଯାଇଥିବା ବା ରତ୍ନଆଦିରେ ଯେ ସୁସଜ୍ଜିତ
ಉದಾಹರಣೆ : ସମାରୋହରେ ସ୍ୱର୍ଣ୍ଣାଭୂଷଣଦ୍ୱାରା ଅଳଙ୍କୃତ ମହିଳାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା
ಸಮಾನಾರ್ಥಕ : ଅଭିମଣ୍ଡିତ, ଅଳଙ୍କୃତ, ଆଭୂଷିତ, ବିଭୂଷିତ, ମଣ୍ଡିତ, ସଜ୍ଜିତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
आभूषणों या गहनों से युक्त या अलङ्कृत।
ಅರ್ಥ : ଯେ ବସ୍ତ୍ର, ଗହଣାଆଦି ପିନ୍ଧିଛି
ಉದಾಹರಣೆ : ସଜ୍ଜିତ ମହିଳା ମଞ୍ଚ ଉପରେ ନୃତ୍ୟ କରୁଛି
ಸಮಾನಾರ್ಥಕ : ଅଭିଭୂଷିତ, ସଜ୍ଜିତ
जो वस्त्र, गहने आदि धारण किया हो।
ಸ್ಥಾಪನೆ