ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଅବହେଳା କିମ୍ବା ଭୁଲ୍ ବିଚାର କାରଣରୁ ହେଉଥିବା କାମ
ಉದಾಹರಣೆ : ତୁମକୁ ଏହି ଭୁଲ୍ର ଦଣ୍ଡ ନିଶ୍ଚୟ ମିଳିବ ରମା ପିତାଙ୍କଠାରେ ନିଜ ଭୁଲ୍ପାଇଁ କ୍ଷମା ମାଗିଲା
ಸಮಾನಾರ್ಥಕ : ଅପରାଧ, ଅଶୁଦ୍ଧି, ତ୍ରୁଟି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह कार्य जो लापरवाही या ग़लत विचार के कारण होता है।
A wrong action attributable to bad judgment or ignorance or inattention.
ಅರ್ಥ : ଏପରି କାମ ଯାହା କୌଣସି ବିଧିବିଧାନର ବିରୋଧାଚରଣ କରେ ଏବଂ ଯାହାପାଇଁ କର୍ତ୍ତାକୁ ଦଣ୍ଡ ମିଳିପାରେ
ಉದಾಹರಣೆ : ବାଳଶ୍ରମିକଙ୍କୁ କାମରେ ଲଗାଇବା ଏକ ଅପରାଧ
ಸಮಾನಾರ್ಥಕ : ଅପରାଧ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
कोई ऐसा काम जो किसी विधि या विधान के विरुद्ध हो और जिसके लिए कर्ता को दंड मिल सकता हो।
ಅರ್ಥ : ଯାହା ଠିକ୍ ନୁହେଁ
ಉದಾಹರಣೆ : ଅଶୁଦ୍ଧ ବାକ୍ୟକୁ ଶୁଦ୍ଧ କରି ଲେଖ
ಸಮಾನಾರ್ಥಕ : ଅଶୁଦ୍ଧ
जो सही न हो।
ಅರ್ಥ : ଯିଏ ଅସତ୍ୟରେ ପୂର୍ଣ୍ଣ
ಉದಾಹರಣೆ : ସାକ୍ଷୀର ମିଥ୍ୟା ବୟାନ ଯୋଗୁଁ ନିର୍ଦ୍ଦୋଷୀକୁ ଫାସୀ ଦଣ୍ଡ ମିଳିଲା
ಸಮಾನಾರ್ಥಕ : ଅମୂଳକ, ଅସତ୍ୟ, ମିଛ, ମିଥ୍ୟା
जो असत्यता से भरा हुआ हो।
Not according with the facts.
ಸ್ಥಾಪನೆ